ପୁଣି ସଲମାନଙ୍କୁ ହତ୍ୟା ଧମକ; ଯଦି ୫ କୋଟି ଟଙ୍କା ନ ଦିଅନ୍ତି ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଠାରୁ ବି ଖରାପ ହେବ ବୋଲି ଧମକ ଦିଆଯାଇଛି ।
ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ । ହ୍ବାଟ୍ସ ଆପରେ ମୁମ୍ବାଇ ଟ୍ରାଫିକ୍ ପୋଲିସ ପାଖକୁ ଆସିଛି ଧମକ ପୂର୍ଣ୍ଣ ମେସେଜ୍ । ଏଥିରେ ସଲମାନ
Read More