ଆଞ୍ଚଳିକ

ଭୁବନେଶ୍ବର କୃଷି ଭବନରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ

Spread the love

ଭୁବନେଶ୍ବର କୃଷି ଭବନରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ | କୃଷିରେ ଡିଜିଟାଲ ପବ୍ଲିକ ଇନ୍‌ଫ୍ରାଷ୍ଟକ୍ଚର ପ୍ରୟୋଗ ଉପରେ ଆଲୋଚନା | କୃଷି ସଚିବ ଓ କୃଷି ନିର୍ଦେଶକଙ୍କ ସହ ଆଲୋଚନା | କୃଷି ଭବନରୁ ମିଶନ ଶକ୍ତି ବଜାର ଯିବେ, କୃଷି ସଚିବ ଅରବିନ୍ଦ ପାଢୀ କୃଷି ନିର୍ଦେଶକଙ୍କ ସହ ଆଲୋଚନା |

Leave a Reply

Your email address will not be published. Required fields are marked *