Politics ବିଜେପିରେ ଯୋଗଦେଲେ କଂଗ୍ରେସ ସାଂସଦ ପ୍ରିନୀତ କୌର | ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସ୍ତ୍ରୀ ପ୍ରିନୀତ | ପଞ୍ଜାବର ପଟିଆଲା ଆସନରୁ ବିଜେପି ଟିକେଟରେ ଲଢ଼ିବେ | କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ପ୍ରିନୀତ କୌର | March 14, 2024 mos live Spread the loveବିଜେପିରେ ଯୋଗଦେଲେ କଂଗ୍ରେସ ସାଂସଦ ପ୍ରିନୀତ କୌର | ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସ୍ତ୍ରୀ ପ୍ରିନୀତ | ପଞ୍ଜାବର ପଟିଆଲା ଆସନରୁ ବିଜେପି ଟିକେଟରେ ଲଢ଼ିବେ | କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ପ୍ରିନୀତ କୌର |