Politics ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା April 26, 2024 mos live Spread the loveବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା | ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ଆସି ପଦ୍ମ ଧରିଲେ ପର୍ଶୁରାମ ଧଡ଼ା | ୨୦୧୯ରେ ସୋରରେ BJD ଟିକେଟ୍ରେ ଲଢ଼ି ଜିତିଥିଲେ ପର୍ଶୁରାମ |