Politics

ନାମାଙ୍କନ ଦାଖଲ କଲେ BJD ପ୍ରାର୍ଥୀ ସୁନୀଲ ମହାନ୍ତି

Spread the love

ନାମାଙ୍କନ ଦାଖଲ କଲେ BJD ପ୍ରାର୍ଥୀ ସୁନୀଲ ମହାନ୍ତି | ପୁରୀ ବିଧାନସଭା ଆସନ ପାଇଁ ସୁନୀଲଙ୍କ ନାମାଙ୍କନ | ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ | ସାଙ୍ଗରେ ଅଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ | ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ବି ଉପସ୍ଥିତ |

Leave a Reply

Your email address will not be published. Required fields are marked *