ଦେଶ ବିଦେଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜୁନ ୧ ଯାଏ ମିଳିଲା ଅନ୍ତରୀଣ ଜାମିନ May 10, 2024 mos live Spread the loveଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜୁନ ୧ ଯାଏ ମିଳିଲା ଅନ୍ତରୀଣ ଜାମିନ | ସୁପ୍ରିମକୋର୍ଟରୁ କେଜରିୱାଲଙ୍କୁ ବଡ଼ ଆଶ୍ବସ୍ତି | ଏବେ ନିର୍ବାଚନ ପ୍ରଚାର କରି ପାରିବେ କେଜରିୱାଲ | ଜୁନ ୨ରେ ହାଜର ହେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ | ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି |