Uncategorized

ଭିଜିଲାନ୍ସ ଜାଲରେ କଳାହାଣ୍ଡିର କାନିଗୁମା PEO ସନ୍ୟାସୀ ନାୟକ

Spread the love

ଭିଜିଲାନ୍ସ ଜାଲରେ କଳାହାଣ୍ଡିର କାନିଗୁମା PEO ସନ୍ୟାସୀ ନାୟକ | ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ | ଭିଜିଲାନ୍ସ ହାତରେ ଧରାପଡ଼ିଲେ PEO ସନ୍ୟାସୀ ନାୟକ | ଧରାପଡ଼ିବା ପରେ ସନ୍ୟାସୀଙ୍କ ୩ଟି ସ୍ଥାନରେ ଚଢ଼ାଉ |

Leave a Reply

Your email address will not be published. Required fields are marked *