Uncategorized

ନୟାଗଡ଼ ବାଉଁଶିଆପଡ଼ା ଗାଁରେ ଅଘଟଣ ; କୁସୁମୀ ନଦୀରେ ଗାଧୋଇବା ସମୟରେ ବୁଡି ଭାଇ ସାଇ ଓ ଭଉଣୀ କାଜଲ ମୃତ

Spread the love

ନଦୀରେ ବୁଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ

-ନୟାଗଡ଼ ବାଉଁଶିଆପଡ଼ା ଗାଁରେ ଅଘଟଣ
-କୁସୁମୀ ନଦୀରେ ଗାଧୋଇବା ସମୟରେ ବୁଡି ଭାଇ ସାଇ ଓ ଭଉଣୀ କାଜଲ ମୃତ
-୧୧ ବର୍ଷର ଭଉଣୀ ଓ ୭ ବର୍ଷର ଭାଇ ମୃତ
-ମୃତକ କାଜଲ ସେଠୀ ଓ ସାଇ ପ୍ରସାଦ ସେଠୀ

Leave a Reply

Your email address will not be published. Required fields are marked *