Politics

IPS ଡିଏସ୍‌ କୁଟ୍ଟେଙ୍କ ଉପରୁ ନିଲମ୍ବନ ଉଠାଇ ଦେଲେ ECI | ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଲେ ସୂଚନା | ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ କୁଟ୍ଟେଙ୍କୁ ନିର୍ଦ୍ଦେଶ | ମାତ୍ର କୁଟ୍ଟେଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିବ ସ୍ପଷ୍ଟ କଲେ |

Spread the love

IPS ଡିଏସ୍‌ କୁଟ୍ଟେଙ୍କ ଉପରୁ ନିଲମ୍ବନ ଉଠାଇ ଦେଲେ ECI | ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଲେ ସୂଚନା | ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ କୁଟ୍ଟେଙ୍କୁ ନିର୍ଦ୍ଦେଶ | ମାତ୍ର କୁଟ୍ଟେଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିବ ସ୍ପଷ୍ଟ କଲେ | ଏମ୍ସ ସ୍ପେଶାଲ ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଜଣାଇଲେ | ଶାରୀରିକ ଓ ମାନସିକ ଭାବେ ଫିଟ୍‌ ଅଛନ୍ତି ବୋଲି ସ୍ପଷ୍ଟ କଲେ | ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଭୁଲ ତଥ୍ୟ ଦେଇଥିଲେ | ମେଡିକାଲ ବୋର୍ଡ ରିପୋର୍ଟ ମୁଖ୍ୟ ସଚିବଙ୍କ ପାଖକୁ ଦେବାକୁ କହିଲେ |

Leave a Reply

Your email address will not be published. Required fields are marked *