ଦେଶ ବିଦେଶ ଲଦାଖର ଦୌଲତ ବେଗ୍ ଓଲ୍ଡି ଅଞ୍ଚଳରେ ଅଘଟଣ ; ବଢ଼ି ପାଣିରେ ଭାସିଗଲା ସେନା ଟ୍ୟାଙ୍କ June 29, 2024 mos live Spread the love-ଲଦାଖର ଦୌଲତ ବେଗ୍ ଓଲ୍ଡି ଅଞ୍ଚଳରେ ଅଘଟଣ ; ବଢ଼ି ପାଣିରେ ଭାସିଗଲା ସେନା ଟ୍ୟାଙ୍କ -ଭାସିଗଲେ ଟ୍ୟାଙ୍କରେ ଥିବା ୫ଜଣ ଯବାନ -ସେନାଭ୍ୟାସ ବେଳେ ନଦୀ ପାରବେଳେ ଅଘଟଣ -ନଦୀରେ ହଠାତ ପାଣି ମାଡ଼ି ଆସିବାରୁ ଭାସିଗଲା ଟ୍ୟାଙ୍କ -ଜଣେ ଉଦ୍ଧାର, ୪ ନିଖୋଜଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି