ରାଜ୍ୟମୁଖ୍ୟ ଖବର

କମିଲା ସୁନା ଦାମ୍‌

Spread the love

ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି। ଗତକାଲି ସୁନା ଦର ଲକ୍ଷେ ଟଙ୍କା ଅତିକ୍ରମ କରିଥିବା ବେଳେ ଏପ୍ରିଲ ୨୩ ଅର୍ଥାତ୍‌ ବୁଧବାର ସୁନା ଦର କମିଛି।୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୯୮,୩୫୦ ଟଙ୍କା ରହିଛି । ଗତକାଲି ଏହା ୧,୦୧,୩୫୦ ଟଙ୍କା ଥିଲା । ଦିନକରେ ୩ ହଜାର ଟଙ୍କା ହ୍ରାସ ହୋଇଛି।୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୦,୧୫୦ ଟଙ୍କା ରହିଛି । ଗତକାଲି ଏହା ୯୨,୯୦୦ ଥିଲା । ଏଥିରେ ୨,୭୦୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୩,୭୬୦ ଟଙ୍କା ରହିଛି । ଗତକାଲି ଏହା ୭୬,୦୧୦ ଟଙ୍କା ଥିଲା । ଏଥିରେ ୨,୨୫୦ ଟଙ୍କା ହ୍ରାସ ହୋଇଛି ।

Leave a Reply

Your email address will not be published. Required fields are marked *