ଜାତୀୟ

ସେନାକୁ ମିଳିଛି ଗ୍ରୀନ୍ ସିଗନାଲ୍ ! ଭାଙ୍ଗିବ ପାକିସ୍ତାନର ଅଣ୍ଟା !

Spread the love

ଖୁବଶୀଘ୍ର ସେନା ନେବ ପହଲଗାମ ପ୍ରତିଶୋଧ । ଯେକୌଣସି ସମୟରେ, ଯେକୌଣସି ପ୍ରକାରେ ସେନା କରିପାରେ ଆକ୍ରମଣ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ପରେ ସେନାକୁ ମିଳିଛି ଗ୍ରୀନ୍ ସିଗନାଲ୍ । ପାକିସ୍ତାନଠୁ ପହଲଗାମ୍ ହମଲାର ବଦଲା ନେବାକୁ ଭାରତର ତିନି ସେନାର ହାତ ଖୋଲି ଦେଇଛନ୍ତି ସରକାର । ଆକ୍ରମଣର ଶୈଳୀ, ଲକ୍ଷ୍ୟ, ସମୟ ସବୁର ନିଷ୍ପତ୍ତି ନେବାକୁ ସେନାକୁ ମିଳିଛି ପୂର୍ଣ୍ଣ କ୍ଷମତା ।

Leave a Reply

Your email address will not be published. Required fields are marked *