ରାଜ୍ୟ

ସାରା ରାଜ୍ୟରେ ଅକ୍ଟୋବର ୨ରୁ ଅକ୍ଟୋବର ୧୧ ତାରିଖ ଯାଏ ପଦଯାତ୍ରା କରିବେ ବିଜେଡି କର୍ମୀ

Spread the love

ଦଳର ସଂଗଠନକୁ ଆହୁରି କ୍ରିୟାଶୀଳ କରିବା ଏବଂ ସାଙ୍ଗଠନିକ ପ୍ରକ୍ରିୟାକୁ ଆହୁରି ସୁଦୃଢ କରିବାକ ପାଇଁ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ବିଜେଡି ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି। ସାରା ରାଜ୍ୟରେ ଅକ୍ଟୋବର ୨ରୁ ଅକ୍ଟୋବର ୧୧ ତାରିଖ ଯାଏ ପଦଯାତ୍ରା କରିବେ ବିଜେଡି କର୍ମୀ। ଏହି ସମୟରେ ଜିଲ୍ଲାସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ। ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ହେବ ବୋଲି ଦେବୀ ମିଶ୍ର କହିଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୪ରେ ନବୀନ ନିବାସରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ନିର୍ବାଚନ ଘୋଷଣା ହେଉ କି ନ ହେଉ ଦଳ ରଣନୀତି ପ୍ରସ୍ତୁତ କରିବା ଉପରେ ଜୋର ଦେଇଥିଲା।

Leave a Reply

Your email address will not be published. Required fields are marked *