ଆଞ୍ଚଳିକମନୋରଞ୍ଜନ

ଆଜି ବିଶ୍ୱ ରେଡିଓ ଦିବସ ଅବସରରେ ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

Spread the love

ଆଜି ବିଶ୍ୱ ରେଡିଓ ଦିବସ ଅବସରରେ ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ପୁରୀ ବେଳାଭୂମିରେ ରେଡିଓ ଏବଂ ରେଡିଓ ଉଦ୍ଭାବକ ମାର୍କୋନୀଙ୍କ ବାଲୁକା କଳା ତିଆରି କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଲୁକା ଶିଳ୍ପୀ ।

Leave a Reply

Your email address will not be published. Required fields are marked *