ଆଞ୍ଚଳିକ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବସଷ୍ଟାଣ୍ଡ ନିକଟରେ ଦୁର୍ଘଟଣା | ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍: ଚାଲିଗଲା ଚାଳକଙ୍କ ଜୀବନ, ହେଲପର ଆହତ । ମୃତ ଚାଳକ ହେଉଛନ୍ତି ଶ୍ରୀନିବାସ ରାଓ । । ଆନ୍ଧ୍ରପ୍ରଦେଶରୁ ପାଟନା ଅଭିମୁଖେ ଯାଉଥିଲା ଟ୍ରକ୍ । June 10, 2024 mos live Spread the loveବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବସଷ୍ଟାଣ୍ଡ ନିକଟରେ ଦୁର୍ଘଟଣା | ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍: ଚାଲିଗଲା ଚାଳକଙ୍କ ଜୀବନ, ହେଲପର ଆହତ । ମୃତ ଚାଳକ ହେଉଛନ୍ତି ଶ୍ରୀନିବାସ ରାଓ । । ଆନ୍ଧ୍ରପ୍ରଦେଶରୁ ପାଟନା ଅଭିମୁଖେ ଯାଉଥିଲା ଟ୍ରକ୍ ।