ଆଞ୍ଚଳିକ କଟକ ସିଡିଏ ସେକ୍ଟର-୯ରେ ମୋ ବସ୍ରେ ଲାଗିଲା ନିଆଁ June 28, 2024 mos live Spread the loveକଟକ ସିଡିଏ ସେକ୍ଟର-୯ରେ ମୋ ବସ୍ରେ ଲାଗିଲା ନିଆଁ । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ I ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା I ବସ୍ଟି ପୁରୀରୁ ଯାତ୍ରୀଙ୍କୁ ନେଇ କଟକ ଆସୁଥିବା ବେଳେ କଟକ ସିଡିଏ-୯ ନିକଟରେ ବସରୁ ଧୂଆଁ ବାହାରିଥିଲା ।