Politics ୨୧ ରେ ମହିଳା କଂଗ୍ରେସ ସମାବେଶ, ଯୋଗଦେବେ ମହିଳା କଂଗ୍ରେସ ରାଷ୍ଟ୍ରୀୟ ସଭାନେତ୍ରୀ February 19, 2024 mos live Spread the love୨୧ ରେ ମହିଳା କଂଗ୍ରେସ ସମାବେଶ, ଯୋଗଦେବେ ମହିଳା କଂଗ୍ରେସ ରାଷ୍ଟ୍ରୀୟ ସଭାନେତ୍ରୀ | ସମାବେଶ ସହ ୨୧ରେ ଘେରିବେ ନବୀନ ନିବାସ, ମହିଳାଙ୍କ ସୁରକ୍ଷା, ଦରଦାମ ବୃଦ୍ଧି ପ୍ରସଙ୍ଗରେ ଘେରିବେ | ପ୍ରତିବାଦରେ ସବୁ ଜିଲ୍ଲାର ମହିଳା ସଦସ୍ୟ ସାମିଲ ହେବେ | PCରେ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ସୂଚନା |