Politics

ନିର୍ବାଚନ ପାଇଁ ଆଗୁଆ ମୁତୟନ ହେବେ କେନ୍ଦ୍ରୀୟ ଯବାନ

Spread the love

ନିର୍ବାଚନ ପାଇଁ ଆଗୁଆ ମୁତୟନ ହେବେ କେନ୍ଦ୍ରୀୟ ଯବାନ | ନିର୍ବାଚନ କମିଶନଙ୍କ ପରାମର୍ଶ ଅନୁସାରେ ଗୃହ ମନ୍ତ୍ରାଳୟର ନିଷ୍ପତ୍ତି | ମୋଟ ୩ ଲକ୍ଷ ୪୦ ହଜାର କେନ୍ଦ୍ରୀୟ ଯବାନଙ୍କୁ ମୁତୟନ କରାଯିବ | ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ ସିଏପିଏଫ୍‌ ମୁତୟନ ହେବେ | ବିଭିନ୍ନ ସମ୍ବେଦନଶୀଳ ଓ ନକ୍ସଲ ପ୍ରବଣ ଅଞ୍ଚଳରେ ମୁତୟନ ହେବେ | ପ୍ରଥମ ପର୍ଯ୍ୟାୟ ମୁତୟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ସୂଚନା |

Leave a Reply

Your email address will not be published. Required fields are marked *