ରାଜ୍ୟଶିକ୍ଷା ଲ’ ଅଫିସର ମାନଙ୍କ ଫି’ ବୃଦ୍ଧି କଲେ ରାଜ୍ୟ ସରକାର March 1, 2024 mos live Spread the loveଲ’ ଅଫିସର ମାନଙ୍କ ଫି’ ବୃଦ୍ଧି କଲେ ରାଜ୍ୟ ସରକାର । କାର୍ଯ୍ୟରତ ୧୮୪ ଅତିରିକ୍ତ ସରକାରୀ ଓକିଲଙ୍କ ଫି’ ୫୦% ବୃଦ୍ଧି । ଦୈନିକ ଫି’ ୧୨୫୦ ଟଙ୍କାରୁ ୧୮୭୫ ଟଙ୍କାକୁ ବୃଦ୍ଧି, ରିଟେନର ଫି’ ୮୨୦୦ରୁ ୧୨ ହଜାର ୩୦୦ ଟଙ୍କାକୁ ବୃଦ୍ଧି । ଉପକୃତ ହେବେ ରାଜ୍ୟର ୧୨୧୫ ଲ’ ଅଫିସର ।