ରାଜ୍ୟ

ରାତିଅଧରେ ତାଲା ଭାଙ୍ଗି ଘରୁ ଲୁଟିନେଲେ ୧୫ ଲକ୍ଷର ଗହଣା

Spread the love

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ପୋଡ଼ାଶୁଳ ଗାଁରେ ସଂଜୀବ କୁମାର ବେହେରାଙ୍କ ଘରେ ଘଟିଛି ଏଭଳି ଘଟଣା । ସୋମବାର ରାତିରେ କାଳୀପୂଜା ମେଳା ଦେଖିବାକୁ ଯାଇଥିବା ସମୟରେ ଘରେ ପଶି ଲୁଟିଲେ ଦୁବୃର୍ତ୍ତ ।ଯାତ୍ରା ଦେଖି ଘରକୁ ଆସିବା ବେଳକୁ ଘରର ମୁଖ୍ୟ କବାଟରେ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଘର ଭିତରକୁ ଯାଇ ଦେଖିଲା ବେଳକୁ ଆଲମିରା ଚାବି ଭାଙ୍ଗିଯାଇଛି ଏବଂ ଘରେ ଥିବା ପାଖାପାଖି ୪୦ ହଜାର ଟଙ୍କା ସହିତ ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗହଣା ଚୋରି ହୋଇଯାଇଛି ।

Leave a Reply

Your email address will not be published. Required fields are marked *