ରାଜ୍ୟ

୧୦୪ କେଜି ଗଞ୍ଜେଇ ଜବତ

Spread the love

 ଗୋପୀନାଥପୁର ଗାଁ ନିକଟରେ ବେଆଇନ ଗଞ୍ଜେଇ କାରବାର ହେଉଥିବା ନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ଉକ୍ତ ସ୍ଥାନରେ ଅଡବା ଥାନା ପୋଲିସ ଚଢାଉ କରିଥିଲା । ଉକ୍ତ ସ୍ଥାନରେ ଚଢାଉ କରି ୧୦୪ କେଡି ଗଞ୍ଜେଇ ଜବତ କରିଛି ପୋଲିସ । ଏହା ସହ ଘଟଣାସ୍ଥଳରୁ ଏକ ବୋଲେରୋ ଗାଡ଼ି ମଧ୍ୟ ଜବତ କରାଯାଇଛି । ଏଥି ସହିତ ଘଟଣାରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଅଡବା ପୋଲିସ ଗିରଫ କରିଛି ।

Leave a Reply

Your email address will not be published. Required fields are marked *