ରାଜ୍ୟ

ଏଟିଏମ ଲୁଟ ଉଦ୍ୟମ ବିଫଳ

Spread the love

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଟିଏମର ତାଲା ଭାଙ୍ଗିବା ସହ ଏଟିଏମ ବାହାରେ ଲାଗିଥିବା ସିସିଟିଭିରେ କଲର ସ୍ପ୍ରେ କରି ଲୁଟ ଉଦ୍ୟମ କରିଥିଲେ ।  ସଟରର ତାଲା ଖୋଲି ନପାରିବାରୁ ଲୁଟ ଉଦ୍ୟମରେ ବିଫଳ ହୋଇଛନ୍ତି ଦୁର୍ବୃତ୍ତ ।  ଆଜି ସକାଳୁ ଏ ସମ୍ପର୍କରେ ଖବର ପାଇ ବ୍ୟାଙ୍କ ମ୍ୟାନେଜର ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଛନ୍ତି ।  ତୁମୁସିଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *