ରାଜ୍ୟ ଖଲ୍ଲିକୋଟ ଥାନା କମଳାପଦରରେ ନିଆଁ ଲାଗି ୧୨ ବଖରା ଘର ଭସ୍ମିଭୂତ October 28, 2024 mos live Spread the loveଖଲ୍ଲିକୋଟ ଥାନା କମଳାପଦରରେ ଘଟିଲା ଅଘଟଣ । ୧୨ ବଖରା ଘର ଭସ୍ମିଭୂତ । ଶୋଇଥିବା ବେଳେ ର୍ସଟ ର୍ସକିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । କେହି ଆହତ ହୋଇନଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି ।