ମହାନଗର

ବଦଳିଲା CHSE ପରୀକ୍ଷା ଢାଞ୍ଚା

Spread the love

ବଦଳିଲା ସିଏଚଏସଇ ପରୀକ୍ଷା ପାଟର୍ଣ୍ଣ । ଏଣିକି ନନ୍ ପ୍ରାକ୍ଟିକାଲ ବିଷୟରେ ୮୦ ମାର୍କର ପରୀକ୍ଷା ହେବ । ଏହି ପରୀକ୍ଷାରେ ବିଦ୍ୟାର୍ଥୀମାନେ ୮୦ ରୁ ୨୪ ମାର୍କ ରଖିଲେ ପାସ୍‌ ହେବେ । ଚଳିତ ବର୍ଷ ଏମିତି ଏକ ପଦକ୍ଷେପ ନେଇଛି ସିଏଚଏସଇ । ଏଭଳି କରିବା ଦ୍ବାରା ପରୀକ୍ଷାରେ ପାସ୍‌ ହାର ବୃଦ୍ଧି ପାଇବ । ୮୦ ମାର୍କରୁ ୨୦ ମାର୍କର ପ୍ରଶ୍ନ ଏମସିକ୍ୟୁ ରହିବ । ଏନେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *