ବାୟୁ ପ୍ରଦୂଷଣ ଓ ବାଣ ଫୁଟା ପାଇଁ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ
ଦୀପାବଳୀରେ ରାଜଧାନୀ ଦିଲ୍ଲୀରେ ବାଣ ଖୁବ ଜୋର ଫୁଟିଥିଲା। ବାରଣ ସତ୍ବେ ଲୋକମାନେ ମାନିନଥିଲେ ଫଳରେ ଦିଳ୍ଲୀରେ ବାୟୁ ପ୍ରଦୂଷରର ମାତ୍ରା ଅଧିକ ହୋଇଥିଲା । ବାୟୁ ପ୍ରଦୂଷଣ ଓ ବାଣ ଫୁଟା ପାଇଁ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଅଦାଲତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ସରକାରଙ୍କୁ ଜବାବ ମାଗିଛନ୍ତି ଓ ଏହା ଉପରେ ସ୍ପଷ୍ଟିକରଣ ରଖିବାକୁ କହିଛନ୍ତି ।
