ରାଜ୍ୟ

ଏଥର ବାଲିଯାତ୍ରାରେ “ଇନ୍‌ଫିନିଟି ୱାଲଡ” ସହ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ

Spread the love

ଆସନ୍ତା ୧୫ ତାରିଖରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା । ଏଥର ବାଲିଯାତ୍ରାରେ ଇନ୍‌ଫିନିଟି ୱାଲଡ” ସହ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ ଉପସ୍ଥାପିତ ହେବାକୁ ଯାଉଛି।  ରାଜ୍ୟରେ ପ୍ରଥମ ଥର ଲାଗି ପ୍ରଦର୍ଶିତ ହେବାକୁ ଯାଉଥିବା ଏହି “ଇନ୍‌ଫିନିଟି ୱାଲଡ” ବା “ଅନନ୍ତ ଦୁନିଆ” ରେ ଦର୍ଶକଙ୍କୁ ହଲିଉଡ ସିନେମା “ଅବତାର”ରେ ପ୍ରଦର୍ଶିତ ହୋଇଥିବା କାଳ୍ପନିକ ଦୁନିଆର ଅନୁଭୁତି ମିଳିବ ବୋଲି କହିଛନ୍ତି ଆୟୋଜକ। ମେଳା ବୁଲିବାକୁ ଆସୁଥିବା ଲୋକଙ୍କୁ ଏକ ଭିନ୍ନ ଅନୁଭୁତି ଦେବ ।

Leave a Reply

Your email address will not be published. Required fields are marked *