ଆଞ୍ଚଳିକ

ଆଜି ଲୋକାର୍ପିତ ହେବେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ; ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

Spread the love

ଆଜି ଲୋକାର୍ପିତ ହେବେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ; ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ବସ୍‌ଷ୍ଟାଣ୍ଡର ନୂଆଁ ନାମ ବାବାସାହେବ ଭୀମରାଓ ଆମ୍ବେଦକର | ନୂଆ ବସ୍‌ଷ୍ଟାଣ୍ଡରୁ ଦୈନିକ ଚାଲିବ ୭୦୦ରୁ ୮୦୦ ବସ୍, ପ୍ରତିଦିନ ୪୫ହଜାର ଯାତ୍ରୀ ଯିବା ଆସିବା କରିବେ | ସୁରକ୍ଷା ପାଇଁ ୮୯ ପୋଲିସଙ୍କୁ ମିଳିବ ନିଯୁକ୍ତି |

Leave a Reply

Your email address will not be published. Required fields are marked *