Politics ଖୋର୍ଦ୍ଧାର ବିଜେପି ବିଧା୍ୟକ ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି June 7, 2024 mos live Spread the loveଖୋର୍ଦ୍ଧା: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ୍ ୩ ଦିନ ପାଇଁ ଅନ୍ତରୀଣ ଜାମିନ ଦେଲେ ଏଡିଜେ-୧ ୯, ୧୦ ଓ ୧୧ ତାରିଖ ପାଇଁ ଅନ୍ତରୀଣ ଜାମିନ ଦେଲେ ବୁଥ୍ରେ ଭଙ୍ଗାରୁଜା ଅଭିଯୋଗରେ ପ୍ରଶାନ୍ତ ଗିରଫ ହୋଇଥିଲେ