ରାଜ୍ୟ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଦିଲ୍ଲୀସ୍ଥିତ ଘରେ ଓ ଅଫିସ୍ରେ ସିବିଆଇ ଚଢ଼ାଉ ହୋଇଛି February 22, 2024 mos live Spread the loveଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଦିଲ୍ଲୀସ୍ଥିତ ଘରେ ଓ ଅଫିସ୍ରେ ସିବିଆଇ ଚଢ଼ାଉ ହୋଇଛି। ଦିଲ୍ଲୀରେ ସିବିଆଇ ପ୍ରାୟ ୩୦ଟି ସ୍ଥାନରେ ଚଢ଼ାଉ କରିଥିବା ସୂଚନା ରହିଛି। ହାଇଡ୍ରୋ ପାୱାର ପ୍ରୋଜେକ୍ଟ ମାମଲାରେ ସିବିଆଇ ସତ୍ୟପାଲ ମଲ୍ଲିକଙ୍କ ଘରେ ଏହି ଚଢ଼ାଉ କରିଛି।