Uncategorized

ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜଉଧାରଣ ବେଶ

Spread the love

ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜଉଧାରଣ ବେଶ | ମାଘ ପୂର୍ଣ୍ଣମୀ ଅବସରରେ ହେବ ସ୍ବତନ୍ତ୍ର ବେଶ | ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରେ ହେବ ବେଶ | ସନ୍ଧ୍ୟା ଧୂପରେ କ୍ଷୀରି ଓ ଅମାଲୁ ଭୋଗ ଲାଗି ହେବ |

Leave a Reply

Your email address will not be published. Required fields are marked *