ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଚତୁର୍ଥ ଦିନ | ସମ୍ବଲପୁର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରେଢ଼ାଖୋଲ ସନ୍ଥକବି ଭୀମଭୋଇଙ୍କ ଆର୍ବିଭାବ ପୀଠ ଯିବେ | ମଧ୍ୟାହ୍ନରେ ସନ୍ଥକବି ଭୀମଭୋଇଙ୍କ ପୀଠ ବୁଲିବା ସହ ମହିମା ଭକ୍ତ ଓ ସାଧାରଣ ଜନତାଙ୍କୁ ଦେବେ ଉଦବୋଧନ । ଅପରାହ୍ନରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି।