Uncategorized କନ୍ଧମାଳ ତୁମୁଡିବନ୍ଧ ବେଲଘରରେ ଦୁର୍ଘଟଣା ; ଟ୍ରାକ୍ଟର ଓଲଟି ୩୦ଜଣ ଆହତ | March 9, 2024 mos live Spread the loveକନ୍ଧମାଳ ତୁମୁଡିବନ୍ଧ ବେଲଘରରେ ଦୁର୍ଘଟଣା ; ଟ୍ରାକ୍ଟର ଓଲଟି ୩୦ଜଣ ଆହତ | ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରାକ୍ଟର | ୩୦ ଆହତଙ୍କ ମଧ୍ୟରୁ ୧୦ ଜଣ ଗୁରୁତର | ଗୁରୁତରଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଅଛନ୍ତି | ସମସ୍ତ ଆହତଙ୍କୁ ତୁମୁଡ଼ିବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି |