Uncategorized

ଆଜି ଦେବସ୍ନାନ ପୂର୍ଣ୍ଣିମା ; ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ

Spread the love

-ଆଜି ଦେବସ୍ନାନ ପୂର୍ଣ୍ଣିମା
-ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ ।
-ବର୍ଷରେ ଏଇ ଗୋଟିଏ ଦିନ ଶ୍ରୀଜିଉ କରନ୍ତି ଜଳସ୍ନାନ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରନ୍ତି ଶ୍ରୀଜିଉ
-ସ୍ନାନବେଦୀରେ ଚତୁର୍ଦ୍ଧା ମୂରତି ବିଜେ କରିବା ପରେ ଚାଲିଛି ଦୂର୍ଲଭ ସାଧାରଣ ଦର୍ଶନ ।

Leave a Reply

Your email address will not be published. Required fields are marked *