Politics

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମନୋହରଲାଲ ଖଟ୍ଟର | ମେଣ୍ଟ ସହ ଭାଙ୍ଗିଲା ହରିୟାଣା ସରକାର | ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଲେ ମନୋହରଲାଲ୍ | ମନୋହରଙ୍କ ସହ ସବୁ ମନ୍ତ୍ରୀ ଦେଲେ ଇସ୍ତଫା |

Spread the love

Leave a Reply

Your email address will not be published. Required fields are marked *