ରାଜ୍ୟ

ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍

Spread the love

ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍ | ପୁରୀରୁ ବିଶାଖାପାଟଣା ଚାଲିଲା ଟ୍ରେନ୍ | ଦେଶରେ ୧୦ଟି ବନ୍ଦେ ଭାରତର ହେଲା ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ୮୫ ହଜାର କୋଟିର ରେଳ ପ୍ରକଳ୍ପ ଉଦଘାଟିତ | ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ଓ ବିଜୟନଗରମରେ ରହିବ ଟ୍ରେନ |

Leave a Reply

Your email address will not be published. Required fields are marked *