କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୫ ହଜାର କୋଟିର ରେଳ ପ୍ରକଳ୍ପ ଉତ୍ସର୍ଗ, ଭିତ୍ତି ଦେବେ |
କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୫ ହଜାର କୋଟିର ରେଳ ପ୍ରକଳ୍ପ ଉତ୍ସର୍ଗ, ଭିତ୍ତି ଦେବେ | ଦେଶରେ ଆଉ ୧୦ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ କରିବେ | ୧୦ଟି ମଧ୍ୟରୁ ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ | ଓଡ଼ିଶାରେ ୪୧ଟି ‘ୱାନ ଷ୍ଟେସନ ୱାନ ପ୍ରଡକ୍ଟ’କୁ ଉତ୍ସର୍ଗ କରିବେ | ଓଡ଼ିଶାରେ ୨୭୪ଟି ରେଳ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ କରିବେ | ୧୬୨ଟି ଇଲେକ୍ଟ୍ରୋନିକ୍ ଇଣ୍ଟର ଲକିଂ ସିଷ୍ଟମର ଭିତ୍ତି କାର୍ଯ୍ୟକ୍ରମ |

