Politics

ବାଲେଶ୍ବର ବିଜେପିର ମିଶ୍ରଣ ପର୍ବ ; ବିଜେପିରେ ମିଶିଲେ ବ୍ରଜମୋହନ ପ୍ରଧାନ

Spread the love

ବାଲେଶ୍ବର ବିଜେପିର ମିଶ୍ରଣ ପର୍ବ ; ବିଜେପିରେ ମିଶିଲେ ବ୍ରଜମୋହନ ପ୍ରଧାନ | ବିଜେଡିର ପୂର୍ବତନ ଭାଇସ ଚେୟାରମ୍ୟାନ ବ୍ରଜମୋହନ | ପୂର୍ବତନ ସରପଞ୍ଚ ସତ୍ୟ ଶୋଭନ ମିଶ୍ର ମଧ୍ୟ ମିଶିଲେ | ଶତାଧିକ ବିଜେଡି ନେତା ମଧ୍ୟ ବିଜେପିରେ ମିଶିଲେ | ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମିଶିଲେ | ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *