ଦେଶ ବିଦେଶ

ନାୟବ ସୈନୀ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ

Spread the love

ନାୟବ ସୈନୀ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ | ବିଜେପି ବିଧାୟକ ଦଳ ବୈଠକରେ ହେଲା ନିଷ୍ପତ୍ତି | ଅପରାହ୍ନ ୪ଟାରେ ନେଇପାରନ୍ତି ଶପଥ | ସକାଳେ CM ପଦରୁ ଇସ୍ତଫା ଦେଇଥିଲେ ମନୋହରଲାଲ୍ ଖଟ୍ଟର | ବିଜେପି-ଜେଜେପି ମେଣ୍ଟ ଭାଙ୍ଗିବା ପରେ ଦେଇଥିଲେ ଇସ୍ତଫା | କୁରୁକ୍ଷେତ୍ର ଲୋକସଭା ଆସନରୁ ସାଂସଦ ଅଛନ୍ତି ସୈନୀ |

Leave a Reply

Your email address will not be published. Required fields are marked *