ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
-ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
-ଭଞ୍ଜନଗର NAC ମ୍ୟୁନିସିପାଲିଟି ଘୋଷଣା
-୧୩ଟି ଜିଲ୍ଲାରେ ୨୨ ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ
-ବୌଦ୍ଧର ମନମୁଣ୍ଡା, ପୁରୁଣା କଟକ, ବାଉଁଶୁଣି NAC
-ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା NAC
-ବରଗଡ଼ର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା
-ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ NAC
-ଜଗତସିଂହପୁରର କୁଜଙ୍ଗ, ଖୋର୍ଦ୍ଧାର ବୋଲଗଡ଼
-କଳାହାଣ୍ଡିର ନର୍ଲା, ମଦନପୁର ଓ ରାମପୁର NAC
-ନୟାଗଡ଼ର ଶରଣକୁଳ, ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା
-ପୁରୀର ସାକ୍ଷୀଗୋପାଳ ଓ କାକଟପୁର NAC
-ସୁବର୍ଣ୍ଣପୁରର ସୁବଳୟା, ଉଲୁଣ୍ଡା ଓ ରାମପୁର NAC
-ଗତ ମାସ ଘୋଷଣା ହୋଇଥିଲା ୩୫ଟି NAC

