ରାଜ୍ୟ

ନୟାଗଡ଼ ଫତେଗଡ ଥାନା ବାହାଡ଼ା ବାଇଗୁଣିଆ ବଜାରରେ ଅଗ୍ନିକାଣ୍ଡ

Spread the love

ନୟାଗଡ଼ ଫତେଗଡ ଥାନା ବାହାଡ଼ା ବାଇଗୁଣିଆ ବଜାରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ଟି ଦୋକାନ ଜଳିଯାଇଛି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।  ଖବରପାଇ ଖଣ୍ଡପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁକୁ ଆୟତ୍ତ କରିବା ବେଳକୁ ଲକ୍ଷାଧିକ ଟଙ୍କାର ପନିପରିବା, ଫଳମୂଳ, ଆସବାବପତ୍ର ସହ ନଗଦ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *