ରାଜ୍ୟ

ଧାନ କ୍ଷେତରୁ ମାଈହାତୀର ମୃତଦେହ ଉଦ୍ଧାର

Spread the love

ତେଲକୋଇ ରେଞ୍ଜର ଫରେଷ୍ଟ ବିଟ୍ କନ୍ତଲେଇ ଗାଁ ଦଢିଆ ସାହି ବାଦିରଘେରା ଜମିରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀର ବୟସ ୫/୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ମୃତ ହାତୀର ଶରୀରରେ କ୍ଷତ ଚିହ୍ନ ରହିଛି । ଦନ୍ତା ଆକ୍ରମଣରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।ବିଳମ୍ବିତ ରାତିରେ ଦୁଇ ହାତୀପଲଙ୍କ ମଧ୍ୟରେ ଲଢ଼େଇ ଯୋଗୁଁ ମୃତ୍ୟୁ ଘଟିଥିବା ବନରକ୍ଷୀ ଆଶଙ୍କା କରିଛନ୍ତି। କିନ୍ତୁ ଏଯାଏ ତାହା ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *