Politics ଭୁବନେଶ୍ୱରରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର March 16, 2024 mos live Spread the loveଭୁବନେଶ୍ୱରରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର । କହିଲେ, ନିର୍ବାଚନ କମିଟି ବୈଠକରେ ସବୁ ସିଟ୍ ନେଇ ଆଲୋଚନା ହେବ । ଆଗାମୀ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ ହେବ, ଲୋକସଭା ଓ ବିଧାନସଭାରେ ଦୃଢ଼ତାର ସହ ଲଢ଼ିବୁ ।