ଆଞ୍ଚଳିକ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି | ବସ୍ ଡ୍ରାଇଭରକୁ ସଂଘବଦ୍ଧ ପିଟିଲେ ସିକ୍ୟୁରିଟି ଗାର୍ଡ March 16, 2024 mos live Spread the loveବରମୁଣ୍ଡା ବସ୍ଷ୍ଟାଣ୍ଡରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି | ବସ୍ ଡ୍ରାଇଭରକୁ ସଂଘବଦ୍ଧ ପିଟିଲେ ସିକ୍ୟୁରିଟି ଗାର୍ଡ | ଗ୍ୟାଲେକ୍ସି ବସ୍ ଡ୍ରାଇଭରକୁ ସଂଘବଦ୍ଧ ଆକ୍ରମଣ | ଗାଡ଼ି ରଖିବାକୁ କେନ୍ଦ୍ରକରି ଆକ୍ରମଣ ଅଭିଯୋଗ | ବସ୍ ମାଲିକ ସମେତ ଡ୍ରାଇଭରଙ୍କ ଫାଣ୍ଡିରେ ଅଭିଯୋଗ |