ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ଏକ ମାସରେ ପଞ୍ଜୀକରଣ କଲେଣି କୋଟିଏ ପରିବାର | Xରେ ପୋଷ୍ଟ କରି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଓଡ଼ିଶା, ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ବିହାର, ଗୁଜରାଟ, ମହାରାଷ୍ଟ୍ରରୁ ୫ ଲକ୍ଷ ଆବେଦନ | ସମସ୍ତଙ୍କୁ ଶୀଘ୍ର ପଞ୍ଜୀକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ |