ଆଞ୍ଚଳିକ

ଭୁବନେଶ୍ୱର ଝାରପଡ଼ା ଜେଲରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

Spread the love

ଭୁବନେଶ୍ୱର ଝାରପଡ଼ା ଜେଲରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ | ଗଣ୍ଡଗୋଳରେ ୪ରୁ ଊର୍ଦ୍ଧ୍ବ ବିଚାରାଧୀନ କଏଦୀ ଗୁରୁତର | ବିଳମ୍ବିତ ରାତିରେ ଜେଲ ଭିତରେ ଗଣ୍ଡଗୋଳ ହୋଇଥିବା ସୂଚନା | ଜଣେ ବିଚାରାଧୀନ କଏଦୀଙ୍କ ଆଖି ନଷ୍ଟ ହୋଇଥିବା ସୂଚନା | ଗୁରୁତର କଏଦୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି | ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଏତଲା |

Leave a Reply

Your email address will not be published. Required fields are marked *