Politics କଂଗ୍ରେସ ଛାଡ଼ିଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ | April 5, 2024 mos live Spread the loveକଂଗ୍ରେସ ଛାଡ଼ିଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ | କାକଟପୁରରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିଲେ ବିଶ୍ବ ଦାସ | ୨୦୦୯ ଓ ୨୦୧୯ରେ କଂଗ୍ରେସ ଦଳରୁ ବିଧାୟକ ଭାବେ ଲଢ଼ିଛନ୍ତି | ବିଶ୍ବଭୂଷଣ ଦାସ ବିଜେପି ଯିବା ନେଇ ଚର୍ଚ୍ଚା |