ସକାଳ ସାଢ଼େ ୮ ଟା ସୁଦ୍ଧା ୩୨ ଡିଗ୍ରି ଉପରେ ୪ ସହର । ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୩୪.୪ ଡିଗ୍ରି ରେକର୍ଡ । ଭୁବନେଶ୍ବର ଓ ଚାନ୍ଦବାଲିରେ ୩୨.୬ ଡିଗ୍ରି, ପୁରୀ ୩୨.୪ ଡିଗ୍ରି, କେନ୍ଦୁଝର ୩୧.୨ ଡିଗ୍ରି, ଝାରସୁଗୁଡ଼ା ଓ ଗୋପାଳପୁରରେ ୩୧.୪ ଡିଗ୍ରି, ହୀରାକୁଦ ୩୧ ଡିଗ୍ରି, ପାରାଦୀପ ୩୦.୮ ଡିଗ୍ରି ରେକର୍ଡ ।