Politics

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ତଥା ସୋନପୁର ଜିଲ୍ଲା ସଭାପତି ବିନୋଦ ପାତ୍ର

Spread the love

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ତଥା ସୋନପୁର ଜିଲ୍ଲା ସଭାପତି ବିନୋଦ ପାତ୍ର । ବିଧାନସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ସେ କ୍ଷୁବ୍ଧ ହୋଇ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *