Politics

ଯାଜପୁର: ନିର୍ବାଚନ ଡ୍ୟୁଟିରେ ଥିବା BLO ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ

Spread the love

-ଯାଜପୁର: ନିର୍ବାଚନ ଡ୍ୟୁଟିରେ ଥିବା BLO ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ
-BLO ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ
-ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍‌ରେ ଅଘଟଣ
-ବୁଥ୍‌ରେ ହଠାତ ଅସୁସ୍ଥ ପରେ ଅଚେତ ହୋଇ ପଡ଼ିଥିଲେ
-ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ମନୋରଞ୍ଜନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ
-ବିଞ୍ଝାରପୁର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

Leave a Reply

Your email address will not be published. Required fields are marked *