Politics

ଆଜି ଏକ ନିଆରା ଶୈଳୀରେ ପୁରୀ ଜିଲ୍ଲାର କାକଟପୁରରେ ଏକ ମତଦାନ କେନ୍ଦ୍ରକୁ ସତସତିକା ପାନ ବରଜରେ ସଜା ହୋଇଥିବାର ଦେଖା ଯାଉଛି

Spread the love

ଆଜି ଏକ ନିଆରା ଶୈଳୀରେ ପୁରୀ ଜିଲ୍ଲାର କାକଟପୁରରେ ଏକ ମତଦାନ କେନ୍ଦ୍ରକୁ ସତସତିକା ପାନ ବରଜରେ ସଜା ହୋଇଥିବାର ଦେଖା ଯାଉଛି | ଯାହାକି ଏଠାକାର ଭୋଟରଙ୍କୁ ଆକର୍ଷିତ କରୁଛି ।

ପାନ ବରଜ ଷ୍ଟାଇଲରେ ତିଆରି ହୋଇଥିବା ନିଆରା ପୋଲିଂ ବୁଥ ଦେଖି ସମସ୍ତଙ୍କ ମନରେ ଉତ୍ସବର ବାତାବରଣ ମଧ୍ୟରେ ଆରମ୍ଭ ହୋଇଛି ମତଦାନ ମହାଉତ୍ସବ ।

Leave a Reply

Your email address will not be published. Required fields are marked *